ଭିଜିଲାନସ ଜାଲରେ ଏନ୍ଆ‌ରଏଚ୍ଏ‌ମର ଡିପିଏମ୍

ମାଲକାନଗିରି: ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ‌) କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ଏନଆରଏଚଏମର ଡିପିଏମ ସୁଦୀପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ଘଟଣା ଅନୁଯାୟୀ ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ କରିବା ପାଇଁ ଡିପିଏମଙ୍କ ନିକଟକୁ ଯାଇଥିଲେ। ତେବେ ଡିପିଏମ ସୁଦୀପ କେଶ ବିଲ ପାସ … Continue reading ଭିଜିଲାନସ ଜାଲରେ ଏନ୍ଆ‌ରଏଚ୍ଏ‌ମର ଡିପିଏମ୍